ପୁନର୍ଗତି Punargati

  • ସଂ. ବି — ପୁନର୍ଜନ୍ମ (ଦେଖ) — Punarjanma (See)
  • ସଂ. ବି — 'ମୁକ୍ତ' ସ୍ୱରୂପେ ବ୍ୟବସ୍ଥିତି ଯହିଁ କି ଘଟେ ପୁନର୍ଗତି। ଜଗନ୍ନାଥ, ଭାଗବତ।
  • ସଂ. ବି — ଆଉ ଥରେ ଯିବା — Going again