ପୁନରୁଦ୍ଭବ Punarudbhaba
- ସଂ. ବି. (ପୁନଃ+ଉଦ୍ଭବ) — ମୃତ୍ୟୁ ପରେ ସଂସାରରେ ପୁନର୍ବାର ଜନ୍ମ ହେବା — Revival; rebirth; regeneration; trans- migration; metempsychosis
- ସଂ. ବି. (ପୁନଃ+ଉଦ୍ଭବ) — (ଲକ୍ଷଣାର୍ଥ) କୌଣସି କଠିନ ପୀଡ଼ାରୁ ବା ବିପଦଜନିତ ଆସନ୍ନ ମୃତ୍ୟୁରୁ ରକ୍ଷା ପାଇବା — Recovery from the brink of death (e.g. from dangerous illness)