ପୁନରୁଦ୍ଦୀପ୍ତତା Punaruddīptatā
- ସଂ. ବି. (ପୁନଃ+ଉଦ୍ଦୀପ୍ତ+ତା) — ରଚନାରେ ରସଦୋଷବିଶେଷ; ଗୋଟିଏ ରସ ପୁନଃ ପୁନଃ କଥିତ ହେବା ଦୋଷ — A defect in composition; repetition of the same sentiment in a composition
- ସଂ. ବି. (ପୁନଃ+ଉଦ୍ଦୀପ୍ତ+ତା) — [ଦ୍ର—ବିଦଗ୍ଧ ଚିନ୍ତାମଣିରେ କୃଷ୍ଣ ଓ ରାଧାଙ୍କର ବିପ୍ରଲମ୍ଭ ଶୃଙ୍ଗାର ବର୍ଣ୍ଣନା ପୁନଃ ପୁନଃ କରା ଯାଇଅଛି। ତେଣୁ ଏହା ଏହି ଦୋଷରେ ଦୁଷ୍ଟ। ]