ପୁନରୁକ୍ତ Punarukta

  • ସଂ. ବିଣ. (ପୁନଃ+ଉକ୍ତ) — ଆଉ ଥରେ କଥିତ — Spoken again; repeated
  • ସଂ. ବିଣ. (ପୁନଃ+ଉକ୍ତ) — ଅନାବଶ୍ୟକ ଓ ଅତିରିକ୍ତ — Superfluous; unnecessary (Apte)