ପୁନରୁକ୍ତି କରିବା Punarukti karibā

  • ଦେ. କ୍ରି — କଥିତ ବିଷୟକୁ ଆଉ ଥରେ କହିବା — To repeat a matter already spoken
  • ଦେ. କ୍ରି — ବକ୍ତାଙ୍କ କଥାରେ (ଶ୍ରୋତା) ଜବାବ ଦେବା ବା ଆପତ୍ତି କରିବା — To object to the words spoken by the 1st speaker