ପୁନରୁକ୍ତ ବଦାଭାସ Punarukta badābhāsa
- ସଂ. ବି. (ବହୁବ୍ରୀହି; ପୁନରୁକ୍ତବତ୍+ଆଭାସ =ଆପାତତଃ ପ୍ରତୀତି ଯହିଁରେ) — କାବ୍ୟାଳଙ୍କାରବଶେଷ; ପୁନରୁକ୍ତି ପରି ଜଣାଯାଉଥିବା କିନ୍ତୁ ପ୍ରକୃତରେ ପୁନରୁକ୍ତି ଦୋଷ ନ ଥିବା ରଚନା— ବିଶେଷ — (Rhetoric) A figure of speech; seeming tautology;
- ସଂ. ବି. (ବହୁବ୍ରୀହି; ପୁନରୁକ୍ତବତ୍+ଆଭାସ =ଆପାତତଃ ପ୍ରତୀତି ଯହିଁରେ) — [ଦ୍ର—ଏଥିରେ ଭିନ୍ନାକାର ଏକାର୍ଥବୋଧକ ଦୁଇ ବା ବହୁ ଶବ୍ଦ ପ୍ରଯୁକ୍ତ ହୋଇଥିବାରୁ ଶ୍ରୋତାଙ୍କୁ ପ୍ରଥମେ ପୁନରୁକ୍ତି ପରି ବୋଧ ହୁଏ; କିନ୍ତୁ ପୁନରୁକ୍ତି ପରି ଜଣା ଯାଉଥିବା ବାକ୍ୟର ଗୋଟିଏ ସ୍ୱତନ୍ତ୍ର ଅର୍ଥ ଥାଏ।]