ପୁନରୁକ୍ତ ଜନ୍ମା Punarukta janmā
- ସଂ. ବି. ପୁଂ. (ପୁନଃ+ଉକ୍ତ=କଥିତ+ଜନ୍ମନ୍ ଯାହାର 1 ମା. 1 ବ; ଯେ ଥରେ ଜନ୍ମ ହେଲା ପରେ ଆଉଥରେ ଜନ୍ମ ହେଲା ବୋଲି ବୋଲା ଯାଏ) — ଦ୍ୱିଜ; ବ୍ରାହ୍ମଣ — A twice- born; Brāhmaṇa
- ସଂ. ବି. ପୁଂ. (ପୁନଃ+ଉକ୍ତ=କଥିତ+ଜନ୍ମନ୍ ଯାହାର 1 ମା. 1 ବ; ଯେ ଥରେ ଜନ୍ମ ହେଲା ପରେ ଆଉଥରେ ଜନ୍ମ ହେଲା ବୋଲି ବୋଲା ଯାଏ) — ଅଣ୍ଡଜ — Oviparous animal
- ସଂ. ବି. ପୁଂ. (ପୁନଃ+ଉକ୍ତ=କଥିତ+ଜନ୍ମନ୍ ଯାହାର 1 ମା. 1 ବ; ଯେ ଥରେ ଜନ୍ମ ହେଲା ପରେ ଆଉଥରେ ଜନ୍ମ ହେଲା ବୋଲି ବୋଲା ଯାଏ) — ସର୍ପ — Serpent
- ସଂ. ବି. ପୁଂ. (ପୁନଃ+ଉକ୍ତ=କଥିତ+ଜନ୍ମନ୍ ଯାହାର 1 ମା. 1 ବ; ଯେ ଥରେ ଜନ୍ମ ହେଲା ପରେ ଆଉଥରେ ଜନ୍ମ ହେଲା ବୋଲି ବୋଲା ଯାଏ) — ସରୀସୃପ — Reptile; lizard
- ସଂ. ବି. ପୁଂ. (ପୁନଃ+ଉକ୍ତ=କଥିତ+ଜନ୍ମନ୍ ଯାହାର 1 ମା. 1 ବ; ଯେ ଥରେ ଜନ୍ମ ହେଲା ପରେ ଆଉଥରେ ଜନ୍ମ ହେଲା ବୋଲି ବୋଲା ଯାଏ) — ପକ୍ଷୀ — Bird
- ସଂ. ବି. ପୁଂ. (ପୁନଃ+ଉକ୍ତ=କଥିତ+ଜନ୍ମନ୍ ଯାହାର 1 ମା. 1 ବ; ଯେ ଥରେ ଜନ୍ମ ହେଲା ପରେ ଆଉଥରେ ଜନ୍ମ ହେଲା ବୋଲି ବୋଲା ଯାଏ) — ଚନ୍ଦ୍ର — Moon