ପୁନରାବୃତ୍ତି Punarābṛutti

  • ସଂ. ବି. (ପୁନଃ+ଆବୃତ୍ତି) — ପ୍ରତ୍ୟାବୃତ୍ତି; ପ୍ରତ୍ୟାଗମନ — Return; turning or coming back
  • ସଂ. ବି. (ପୁନଃ+ଆବୃତ୍ତି) — ଆଉ ଥରେ ପଢ଼ିବା — Reading again
  • ସଂ. ବି. (ପୁନଃ+ଆବୃତ୍ତି) — (ପାଠ ଆଦି) ପଇଟେଇବା — Getting by heart
  • ସଂ. ବି. (ପୁନଃ+ଆବୃତ୍ତି) — ପୁନର୍ବାର ବୋଲିବା — Recitation; repetition
  • ସଂ. ବି. (ପୁନଃ+ଆବୃତ୍ତି) — ପୁନର୍ଜନ୍ମ — Rebirth (Apte)
  • ସଂ. ବି. (ପୁନଃ+ଆବୃତ୍ତି) — କୌଣସି ଗ୍ରନ୍ଥର ଆଉରି ଥରେ ସଂସ୍କରଣ — Another edition of a book (Apte)
  • ସଂ. ବି. (ପୁନଃ+ଆବୃତ୍ତି) — କଥିତ ବା ଲିଖିତ ବା ପଠିତ ବିଷୟର ପୁନର୍ବାର ଆଲୋଚନ — 8. Revision (Apte)