ପୁନଃ ପୁନା Punaḥ punā
- ସଂ. ବି. ସ୍ତ୍ରୀ — ବିହାର ଅନ୍ତର୍ଗତ ତୀର୍ଥ ନଦୀ ବିଶେଷ — Name of a sacred river in Bihar near Gaya
- ସଂ. ବି. ସ୍ତ୍ରୀ — [ଦ୍ର—ଏ ନଦୀ ଗୟା ପାଖେ ବହି ଯାଇଅଛି। ଏହା କୂଳରେ ହିନ୍ଦୁମାନେ ପିଣ୍ଡଦାନ କରନ୍ତି। ବର୍ଷାଋତୁ ଛଡ଼ା ଅନ୍ୟ ଋତୁରେ ଏହାର ଗର୍ଭରେ ଜଳ ରହେ ନାହିଁ—ହି.ଶ)।