ପୁତ୍ରିଣୀ Putriṇī

  • ସଂ. ବିଣ. ସ୍ତ୍ରୀ. (ପୁତ୍ରିନ୍+ଈ) — ପୁତ୍ରୀର ସ୍ତ୍ରୀଲିଙ୍ଗ — Feminine of putrī
  • ସଂ. ବି. ସ୍ତ୍ରୀ — ପୁତ୍ରବତୀ ସ୍ତ୍ରୀ; ପୁଆତୀ; ପୁଅର ମା — A woman who is the mother of a son or sons
  • ସଂ. ବି. ସ୍ତ୍ରୀ — ମଲାଙ୍ଗ; ପରବୃକ୍ଷୀୟ ଲତା — A parasitic plant