ପୁତ୍ରିକା ପ୍ରସୂ Putrikā prasū

  • ସଂ. ବି. ସ୍ତ୍ରୀ. (ପୁତ୍ରିକା+ପ୍ର+ସୂ ଧାତୁ+କର୍ତ୍ତୃ. କ୍ୱିପ୍) — ଯେଉଁ ସ୍ତ୍ରୀ କେବଳ କନ୍ୟା ଜନ୍ମ କରେ; ଝିଅ ବିଆଣୀ ସ୍ତ୍ରୀ — A mother of daughters only (Apte)