ପୁତ୍ରିକା ପୁତ୍ର Putrikā putra

  • ସଂ. ବି. ( 6 ଷ୍ଠୀ ତତ୍; ପୁତ୍ରିକା+ପୁତ୍ର) — (ପୁଂ) (ହିନ୍ଦୁସ୍ମୃତି) ଏହି କନ୍ୟାର ପୁତ୍ର ଜାତ ହେଲେ ସେ ମୋର ଉତ୍ତରାଧିକାରୀ ହେବ ବୋଲି ସଂକଳ୍ପ କରି ପିତା ଯେଉଁ କନ୍ୟାକୁ ବିବାହ ଦେଇ ଥାଆନ୍ତି ସେହି କନ୍ୟାଠାରୁ ଉତ୍ପନ୍ନ ସନ୍ତାନ (ମନୁ. 9 । 127 ) — (ପୁଂ) (ହିନ୍ଦୁସ୍ମୃତି) ଏହି କନ୍ୟାର ପୁତ୍ର ଜାତ ହେଲେ ସେ ମୋର ଉତ୍ତରାଧିକାରୀ ହେବ ବୋଲି ସଂକଳ୍ପ କରି ପିତା ଯେଉଁ କନ୍ୟାକୁ ବିବାହ ଦେଇ ଥାଆନ୍ତି ସେହି କନ୍ୟାଠାରୁ ଉତ୍ପନ୍ନ ସନ୍ତାନ (ମନୁ.927)—. (Hindu law) The son of one's appointed daughter; a daughter's son who, by previous appointment becomes the son of the sonless grandfather
  • ସଂ. ବି. ( 6 ଷ୍ଠୀ ତତ୍; ପୁତ୍ରିକା+ପୁତ୍ର) — (ସ୍ତ୍ରୀ) (ମ. ପ. ଲୋ) (ହିନ୍ଦୁସ୍ମୃତି; ମିତାକ୍ଷରା, ଯାଜ୍ଞବଲ୍କ୍ୟ 2 । 128 ) ଅପୁତ୍ରକ ପିତାର ପୁତ୍ରରୂପେ ଯେଉଁ କନ୍ୟା ବିବାହ ପରେ ପିତୃଗୃହକୁ ଫେରି ଆସେ — (ସ୍ତ୍ରୀ) (ମ. ପ. ଲୋ) (ହିନ୍ଦୁସ୍ମୃତି; ମିତାକ୍ଷରା, ଯାଜ୍ଞବଲ୍କ୍ୟ18) ଅପୁତ୍ରକ ପିତାର ପୁତ୍ରରୂପେ ଯେଉଁ କନ୍ୟା ବିବାହ ପରେ ପିତୃଗୃହକୁ ଫେରି ଆସେ—. A daughter who, being regarded as a son, returns to her father's house after her marriage. (Apte)
  • ସଂ. ବି. ( 6 ଷ୍ଠୀ ତତ୍; ପୁତ୍ରିକା+ପୁତ୍ର) — (ପୁଂ) ଦୌହିତ୍ର; କନ୍ୟାର ପୁତ୍ର — Grandson; one's daughter's son (Apte)