ପୁତ୍ର ଶୋକ Putra ṡoka
- ସଂ. ବି. (ମ. ପ. ଲୋ) — ପୁତ୍ରର ମୃତ୍ୟୁଜନିତ ଶୋକ — Grief due to the death of one's son
- ସଂ. ବି. (ମ. ପ. ଲୋ) — ପୁତ୍ରର ବିଚ୍ଛେଦ ଜନିତ ଶୋକ — Grief due to the separation from one's son
- ସଂ. ବି. (ମ. ପ. ଲୋ) — (ଯଥା—ଦଶରଥ ପୁତ୍ର ଶୋକରେ ପ୍ରାଣତ୍ୟାଗ କଲେ।)