ପୁତ୍ର କାମୀ Putra kāmī

  • ସଂ. ବିଣ. ପୁଂ. (ବହୁବ୍ରୀହି; ପୁତ୍ର+କାମ; ପୁତ୍ର+କାମ +ଇନ୍; 1 ମା. 1 ବ) — ପୁତ୍ରାଭିଳାଷୀ; ପୁଅଟିଏ ହେବା ପାଇଁ ଯେ କାମନା କରେ — Wishing to be blessed with a son; desirous of having a son born to him