ପୁତ୍ର କଷ୍ଟ Putra kashṭa
- ସଂ. ବି—(ମ. ପ. ଲୋ) — ପୁତ୍ରର ମରଣଜନିତ ଦୁଃଖ — Agony or sorrow due to the death of one's son
- ସଂ. ବି—(ମ. ପ. ଲୋ) — ବାର ବରଷର ଭିତରେ ଧୃତରାଷ୍ଟ୍ର ରଜାକୁ ଚାଲି ଯାଇ ଦେବା ପୁତ୍ରକଷ୍ଟ—କଷ୍ଣସିଂହ. ମହାଭାରତ. ବନ।
- ସଂ. ବି—(ମ. ପ. ଲୋ) — ଅପୁତ୍ରକ ହେବାରୁ ମନରେ ଜାତ କଷ୍ଟ — Grief due to a person being sonless
- ସଂ. ବି—(ମ. ପ. ଲୋ) — ପୁତ୍ର ବିଚ୍ଛେଦ ଦୁଃଖ — Pangs of separation from one's son
- ସଂ. ବି—(ମ. ପ. ଲୋ) — ରାଜା ବୋଲନ୍ତି ମୁନିଶ୍ରେଷ୍ଠ ମୋର ହୋଇଛି ପୁତ୍ରକଷ୍ଟ—ଜଗନ୍ନାଥ, ଭାଗବତ।