ପୁତ୍ତ୍ର Puttra

  • ସଂ. ବି. ପୁଂ (ପୂ ଧାତୁ=ପବିତ୍ର କରିବା+କର୍ତ୍ତୃ ତ୍ର ବା ପୁତ୍= ନରକ ବିଶେଷରୁ+ତ୍ରୈ ଧାତୁ= ତ୍ରାଣ କରିବା+ କର୍ତ୍ତୃ ଅ; ଯେ ପିତାମାତାଙ୍କୁ ପବିତ୍ର କରେ ବା ପୁତ୍ ନାମକ ନରକରୁ ଉଦ୍ଧାର କରେ।) ଆତ୍ମଜ; ତନୟ; ପୁଅ; ନନ୍ଦନ — Son
  • ସଂ. ବି. ପୁଂ (ପୂ ଧାତୁ=ପବିତ୍ର କରିବା+କର୍ତ୍ତୃ ତ୍ର ବା ପୁତ୍= ନରକ ବିଶେଷରୁ+ତ୍ରୈ ଧାତୁ= ତ୍ରାଣ କରିବା+ କର୍ତ୍ତୃ ଅ; ଯେ ପିତାମାତାଙ୍କୁ ପବିତ୍ର କରେ ବା ପୁତ୍ ନାମକ ନରକରୁ ଉଦ୍ଧାର କରେ।) [ଦ୍ର—ମନୁ ସଂହିତା ଶାସ୍ତ୍ର ଅନୁସାରେ ପୁତ୍ର 12 ପ୍ରକାର ଯଥା — [ଦ୍ର—ମନୁ ସଂହିତା ଶାସ୍ତ୍ର ଅନୁସାରେ ପୁତ୍ର12ପ୍ରକାର ଯଥା
  • ସଂ. ବି. ପୁଂ (ପୂ ଧାତୁ=ପବିତ୍ର କରିବା+କର୍ତ୍ତୃ ତ୍ର ବା ପୁତ୍= ନରକ ବିଶେଷରୁ+ତ୍ରୈ ଧାତୁ= ତ୍ରାଣ କରିବା+ କର୍ତ୍ତୃ ଅ; ଯେ ପିତାମାତାଙ୍କୁ ପବିତ୍ର କରେ ବା ପୁତ୍ ନାମକ ନରକରୁ ଉଦ୍ଧାର କରେ।) ଔରସ= ଆପଣାଦ୍ୱାରା ଆପଣା ସ୍ତ୍ରୀ ଗର୍ଭରେ ଉତ୍ପନ୍ନ ସନ୍ତାନ — One's begotten son on his wife
  • ସଂ. ବି. ପୁଂ (ପୂ ଧାତୁ=ପବିତ୍ର କରିବା+କର୍ତ୍ତୃ ତ୍ର ବା ପୁତ୍= ନରକ ବିଶେଷରୁ+ତ୍ରୈ ଧାତୁ= ତ୍ରାଣ କରିବା+ କର୍ତ୍ତୃ ଅ; ଯେ ପିତାମାତାଙ୍କୁ ପବିତ୍ର କରେ ବା ପୁତ୍ ନାମକ ନରକରୁ ଉଦ୍ଧାର କରେ।) କ୍ଷେତ୍ରଜ=ମୃତ, ବ୍ୟାଧିଗ୍ରସ୍ତ, କ୍ଳୀବ ବା ଅସମର୍ଥ ବ୍ୟକ୍ତିର ଅନୁମତି କ୍ରମେ ତାହା ସ୍ତ୍ରୀ ଗର୍ଭରୁ ଧର୍ମବିଧି ଅନୁସାରେ ଦେବରାଦି ଅନ୍ୟ ପୁରୁଷର ଔରସ ଉତ୍ପନ୍ନ ପୁତ୍ର — A son begotten of the wife of an impotent or deceased person by a near kinsman
  • ସଂ. ବି. ପୁଂ (ପୂ ଧାତୁ=ପବିତ୍ର କରିବା+କର୍ତ୍ତୃ ତ୍ର ବା ପୁତ୍= ନରକ ବିଶେଷରୁ+ତ୍ରୈ ଧାତୁ= ତ୍ରାଣ କରିବା+ କର୍ତ୍ତୃ ଅ; ଯେ ପିତାମାତାଙ୍କୁ ପବିତ୍ର କରେ ବା ପୁତ୍ ନାମକ ନରକରୁ ଉଦ୍ଧାର କରେ।) ଦତ୍ତ୍ରିମ ବା ଦତ୍ତକ= ଜନ୍ମକଲା ପିତାମାତାଙ୍କ ନିକଟରୁ ସ୍ୱେଚ୍ଛାରେ ବା ଦୁର୍ଭିକ୍ଷାଦି ବିପତ୍କାଳରେ ଦାନ ରୂପେ ପ୍ରାପ୍ତ ବାଳକ; ପୋଷ୍ୟ ପୁତ୍ର — An adopted son
  • ସଂ. ବି. ପୁଂ (ପୂ ଧାତୁ=ପବିତ୍ର କରିବା+କର୍ତ୍ତୃ ତ୍ର ବା ପୁତ୍= ନରକ ବିଶେଷରୁ+ତ୍ରୈ ଧାତୁ= ତ୍ରାଣ କରିବା+ କର୍ତ୍ତୃ ଅ; ଯେ ପିତାମାତାଙ୍କୁ ପବିତ୍ର କରେ ବା ପୁତ୍ ନାମକ ନରକରୁ ଉଦ୍ଧାର କରେ।) କୃତ୍ରିମ ପୁତ୍ର ବା ପାଳିତ ପୁତ୍ର=ଅନ୍ୟର ଗୁଣବନ୍ତ ପୁତ୍ରକୁ ପୁତ୍ର ରୂପେ ଗ୍ରହଣ କରି ପାଳିଥିବା ପୁତ୍ର — A made son; another person's son affiliated to a person who becomes attached to him for his good qualities
  • ସଂ. ବି. ପୁଂ (ପୂ ଧାତୁ=ପବିତ୍ର କରିବା+କର୍ତ୍ତୃ ତ୍ର ବା ପୁତ୍= ନରକ ବିଶେଷରୁ+ତ୍ରୈ ଧାତୁ= ତ୍ରାଣ କରିବା+ କର୍ତ୍ତୃ ଅ; ଯେ ପିତାମାତାଙ୍କୁ ପବିତ୍ର କରେ ବା ପୁତ୍ ନାମକ ନରକରୁ ଉଦ୍ଧାର କରେ।) ଗୂଢ଼ୋତ୍ପନ୍ନ ବା ଗୂଧଜ=ଭର୍ତ୍ତୃଗୃହରେ ପର ପୁରୁଷ ସଂସର୍ଗରେ ସ୍ତ୍ରୀ ଗର୍ଭରେ ଗୁପ୍ତ ଭାବରେ ଉତ୍ପନ୍ନ ବାଳକ — A son concealed parentage
  • ସଂ. ବି. ପୁଂ (ପୂ ଧାତୁ=ପବିତ୍ର କରିବା+କର୍ତ୍ତୃ ତ୍ର ବା ପୁତ୍= ନରକ ବିଶେଷରୁ+ତ୍ରୈ ଧାତୁ= ତ୍ରାଣ କରିବା+ କର୍ତ୍ତୃ ଅ; ଯେ ପିତାମାତାଙ୍କୁ ପବିତ୍ର କରେ ବା ପୁତ୍ ନାମକ ନରକରୁ ଉଦ୍ଧାର କରେ।) ଅପବିଦ୍ଧ=ଜନ୍ମକଲା ମାତାପିତାଙ୍କଦ୍ୱାରା ପରିତ୍ୟକ୍ତ ଓ ଅନ୍ୟ ବ୍ୟକ୍ତି ଦ୍ୱାରା ଗୃହୀତ ଓ ପାଳିତ ପୁତ୍ର — A son abandoned by his parents and brought up by a third person
  • ସଂ. ବି. ପୁଂ (ପୂ ଧାତୁ=ପବିତ୍ର କରିବା+କର୍ତ୍ତୃ ତ୍ର ବା ପୁତ୍= ନରକ ବିଶେଷରୁ+ତ୍ରୈ ଧାତୁ= ତ୍ରାଣ କରିବା+ କର୍ତ୍ତୃ ଅ; ଯେ ପିତାମାତାଙ୍କୁ ପବିତ୍ର କରେ ବା ପୁତ୍ ନାମକ ନରକରୁ ଉଦ୍ଧାର କରେ।) କାନୀନ=ଅବିବାହିତା କନ୍ୟାର ଗର୍ଭଜାତ ପୁତ୍ର — A maid's son; a son born out of wedlock
  • ସଂ. ବି. ପୁଂ (ପୂ ଧାତୁ=ପବିତ୍ର କରିବା+କର୍ତ୍ତୃ ତ୍ର ବା ପୁତ୍= ନରକ ବିଶେଷରୁ+ତ୍ରୈ ଧାତୁ= ତ୍ରାଣ କରିବା+ କର୍ତ୍ତୃ ଅ; ଯେ ପିତାମାତାଙ୍କୁ ପବିତ୍ର କରେ ବା ପୁତ୍ ନାମକ ନରକରୁ ଉଦ୍ଧାର କରେ।) ସହୋଢ଼=ବିବାହ ପୂର୍ବରୁ କନ୍ୟା ଗର୍ଭବତୀ ହୋଇ ବିବାହ ପରେ ଜନ୍ମ କରିଥିବା ସନ୍ତାନ — A son conceived before but born after marriage
  • ସଂ. ବି. ପୁଂ (ପୂ ଧାତୁ=ପବିତ୍ର କରିବା+କର୍ତ୍ତୃ ତ୍ର ବା ପୁତ୍= ନରକ ବିଶେଷରୁ+ତ୍ରୈ ଧାତୁ= ତ୍ରାଣ କରିବା+ କର୍ତ୍ତୃ ଅ; ଯେ ପିତାମାତାଙ୍କୁ ପବିତ୍ର କରେ ବା ପୁତ୍ ନାମକ ନରକରୁ ଉଦ୍ଧାର କରେ।) କ୍ରୀତକ=ମାତାପିତାଙ୍କଠାରୁ କିଣି ନେଇ ପାଳିଥିବା ପୁତ୍ର — Purchased son
  • ସଂ. ବି. ପୁଂ (ପୂ ଧାତୁ=ପବିତ୍ର କରିବା+କର୍ତ୍ତୃ ତ୍ର ବା ପୁତ୍= ନରକ ବିଶେଷରୁ+ତ୍ରୈ ଧାତୁ= ତ୍ରାଣ କରିବା+ କର୍ତ୍ତୃ ଅ; ଯେ ପିତାମାତାଙ୍କୁ ପବିତ୍ର କରେ ବା ପୁତ୍ ନାମକ ନରକରୁ ଉଦ୍ଧାର କରେ।) ପୌନର୍ଭବ= ସ୍ୱାମୀଦ୍ୱାରା ପରିତ୍ୟକ୍ତା ବା ବିଧବା ସ୍ତ୍ରୀର ଗର୍ଭରେ ଦ୍ୱିତୀୟ ବ୍ୟକ୍ତି ଔରସରେ ଜାତ ପୁତ୍ର — Widow's son; a son of a widow or an abandoned wife