ପୁତ୍ତିକା Puttikā
- ସଂ. ବି. (ପୁତ୍=ଅନୁକରଣ ଶବ୍ଦ+ତନ୍ ଧାତୁ=ବିସ୍ତାର କରିବା+ଅ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଛୋଟ ମହୁମାଛି; ନିକିଟି ମହୁମାଛି — An humble bee; a small bee
- ସଂ. ବି. (ପୁତ୍=ଅନୁକରଣ ଶବ୍ଦ+ତନ୍ ଧାତୁ=ବିସ୍ତାର କରିବା+ଅ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ପୋତକ; ପକ୍ଷ ଯୁକ୍ତ ଛୋଟ ପୋକ — Tiny flying insect
- ସଂ. ବି. (ପୁତ୍=ଅନୁକରଣ ଶବ୍ଦ+ତନ୍ ଧାତୁ=ବିସ୍ତାର କରିବା+ଅ+ସ୍ୱାର୍ଥେ. କ+ସ୍ତ୍ରୀ. ଆ) — ଉଇ — White ant