ପୁତ୍ତଳୀ Puttaḻī
- ସଂ. ବି. (ସଂ. ପୁତ୍ରିକା ଶବ୍ଦର ପ୍ରାକୃତ ରୂପ; ଏ ଶବ୍ଦ ସଂସ୍କୃତ ଗ୍ରନ୍ଥମାନଙ୍କରେ ଦେଖାଯାଏ) — ପ୍ରତିମୂର୍ତ୍ତି; ପ୍ରତିମା — Image
- ସଂ. ବି. (ସଂ. ପୁତ୍ରିକା ଶବ୍ଦର ପ୍ରାକୃତ ରୂପ; ଏ ଶବ୍ଦ ସଂସ୍କୃତ ଗ୍ରନ୍ଥମାନଙ୍କରେ ଦେଖାଯାଏ) — କଣ୍ଢେଇ — Doll; puppet
- ସଂ. ବି. (ସଂ. ପୁତ୍ରିକା ଶବ୍ଦର ପ୍ରାକୃତ ରୂପ; ଏ ଶବ୍ଦ ସଂସ୍କୃତ ଗ୍ରନ୍ଥମାନଙ୍କରେ ଦେଖାଯାଏ) — ଜ୍ଞାତିମାନଙ୍କଠାରୁ ବହୁ ଦୂରରେ ମୃତ ଯେଉଁ ବ୍ୟକ୍ତିର ଶବ ମିଳେ ନାହିଁ, ଶବ ଦାହ କରିବା ପାଇଁ ପତ୍ରାଦିରେ ରଚିତ ଉକ୍ତ ବ୍ୟକ୍ତିର ମୂର୍ତ୍ତି — An effigy of leaves made of a person whose corpse is not available or traceable for cremation