ପୁଣ୍ୟୋଦୟ Puṇyodaya

  • ସଂ. ବି. ( 6 ଷ୍ଠୀ ତତ୍; ପୁଣ୍ୟ+ଉଦୟ) — ପୁଣ୍ୟ କର୍ମର ଫଳ ସ୍ୱରୂପ ସୌଭାଗ୍ୟର ଉଦୟ ବା ଆରମ୍ଭ — The dawning of good fortune as the result of one's holy action in the past life
  • ସଂ. ବି. ( 6 ଷ୍ଠୀ ତତ୍; ପୁଣ୍ୟ+ଉଦୟ) — ମନୁଷ୍ୟଠାରେ ପବିତ୍ରତାର ପ୍ରଥମ ଆବିର୍ଭାବ — The first appearance of holiness or piety
  • ସଂ. ବି. ( 6 ଷ୍ଠୀ ତତ୍; ପୁଣ୍ୟ+ଉଦୟ) — ସୌଭାଗ୍ୟ — Good fortune