ପୁଣ୍ୟୋଦକା Puṇyodakā

  • ଦେ. ବିଣ. ସ୍ତ୍ରୀ (ପୁଣ୍ୟ+ଉଦକ+ଆ; ବହୁବ୍ରୀହି; ପୁଣ୍ୟ ଅଟେ ଉଦକ ଯାହାର) — ପୁଣ୍ୟତୋୟା (ଦେଖ) — Puṇyatoyā (See)
  • ସଂ. ବି — ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଓ କାବେରୀ, ଏହି ସାତ ନଦୀ — The names of seven holy rivers of India
  • ସଂ. ବି — [ଦ୍ର—ଏମାନଙ୍କ ନାମ ଉଚ୍ଚାରଣ କରି ଦୈବ କର୍ମାଦିରେ ବ୍ୟବହୃତ ଜଳକୁ ଶୁଦ୍ଧ କରାଯାଏ।]