ପୁଣ୍ୟାହ Puṇyāha
- ସଂ. ବି. (ପୁଣ୍ୟ+ଅହନ୍; 1 ମା. 1 ବ.+ — ପବିତ୍ର ଦିବସ — Sacred day; holy time
- ସଂ. ବି. (ପୁଣ୍ୟ+ଅହନ୍; 1 ମା. 1 ବ.+ — ଶୁଭ ଦିବସ — Auspicious day; good day
- ସଂ. ବିଣ — କୌଣସି ବ୍ୟକ୍ତିଙ୍କର ଶୁଭ ଦିବସ କାମନାକାରୀ — Wishing any one a good day (Howells)
- ଦେ. ବି. — ଜମିଦାରମାନଙ୍କ ସୁନିଆ ବା ନବ ବର୍ଷର ପ୍ରଥମ ଅନୁକୂଳ ଦିନ — The zamindar's new year's day
- ଦେ. ଅ — ଆପଣଙ୍କର ଆଜି ଶୁଭଦିନ ହେଉ; (ଭେଟିବା ବ୍ୟକ୍ତିଙ୍କୁ ଅଭିବାଦନ) — (interjection) Good morning! good day!