ପୁଣ୍ୟାହ ବାଚନ Puṇyāha bāchana
- ସଂ. ବି.—( 6 ଷ୍ଠୀ ତତ୍; ପୁଣ୍ୟାହ+ବାଚନ) — ଦୈବ କର୍ମ ଓ ମାଙ୍ଗଳିକ କର୍ମର ଆଦ୍ୟରେ ସ୍ୱସ୍ତିବାଚନ ବା ସଂକଳ୍ପ — The benedictory prologue uttered before a vedic ceremony is begun
- ସଂ. ବି.—( 6 ଷ୍ଠୀ ତତ୍; ପୁଣ୍ୟାହ+ବାଚନ) — [ଦ୍ର—ଦୈବ କର୍ମାଦି ଆରମ୍ଭ କରିବା ପୂର୍ବରୁ 'ସ୍ୱସ୍ତି ପୁଣ୍ୟାହଂ' ସ୍ୱସ୍ତି ପୁଣ୍ୟାହଂ, ସ୍ୱସ୍ତି ପୁଣ୍ୟାହଂ', ଅର୍ଥାତ୍ 'ଆଜି ପବିତ୍ର ଦିବସ ମଙ୍ଗଳ- ମୟ ହେଉ' ଏହା ବାକ୍ୟ 3 ଥର ବୋଲି ଅନୁଷ୍ଠେୟ କର୍ମର ସଂକଳ୍ପ ବାକ୍ୟ ବୋଲା ଯାଏ।] — [ଦ୍ର—ଦୈବ କର୍ମାଦି ଆରମ୍ଭ କରିବା ପୂର୍ବରୁ 'ସ୍ୱସ୍ତି ପୁଣ୍ୟାହଂ' ସ୍ୱସ୍ତି ପୁଣ୍ୟାହଂ, ସ୍ୱସ୍ତି ପୁଣ୍ୟାହଂ', ଅର୍ଥାତ୍ 'ଆଜି ପବିତ୍ର ଦିବସ ମଙ୍ଗଳ- ମୟ ହେଉ' ଏହା ବାକ୍ୟ3ଥର ବୋଲି ଅନୁଷ୍ଠେୟ କର୍ମର ସଂକଳ୍ପ ବାକ୍ୟ ବୋଲା ଯାଏ]