ପୁଣ୍ୟବନ୍ତ Puṇyabanta

  • ଦେ. ବିଣ. ପୁଂ (ସଂ. ପୁଣ୍ୟବତ୍ ଶବ୍ଦ) — ପୁଣ୍ୟବାନ୍ — Pious; religious
  • ଦେ. ବିଣ. ପୁଂ (ସଂ. ପୁଣ୍ୟବତ୍ ଶବ୍ଦ) — ଧର୍ମ ଯୁକ୍ତଟି ହେଲେ ପୁଣ୍ୟବନ୍ତ ଲୋକ ପାଇବ ଯାଇ ଆହେ ଅବନୀ ନାୟକ। କୃଷ୍ଣସିଂହ, ମହାଭାରତ, ଆଦି।