ପୁଣ୍ୟବନ୍ତୀ Puṇyabantī

  • ଦେ. ବିଣ. ସ୍ତ୍ରୀ (ସଂ. ପୁଣ୍ୟବତୀ) — ପୁଣ୍ୟବନ୍ତର ସ୍ତ୍ରୀ ଲିଙ୍ଗ — Fiminine of Puṇyabanta
  • ଦେ. ବିଣ. ସ୍ତ୍ରୀ (ସଂ. ପୁଣ୍ୟବତୀ) — ଯଶୋଦା ପୁଣ୍ୟବନ୍ତୀ ନାରୀ ତାହାଙ୍କୁ ପ୍ରସନ୍ନ ଗଉରୀ। ଭୂପତି, ପ୍ରେମପଞ୍ଚାମୃତ।