ପୁଣ୍ୟତୋୟା Puṇyatoyā

  • ସଂ. ବିଣ. ସ୍ତ୍ରୀ (ବହୁବ୍ରୀହି) — ଯେଉଁ ନଦୀର ଜଳ ପବିତ୍ର — (river) With holy water
  • ସଂ. ବି — ଗଙ୍ଗା ନଦୀ — The river Ganges