ପୁଣ୍ୟକର୍ମା Puṇyakarmā

  • ସଂ. ବିଣ. ପୁଂ. (ବହୁବ୍ରୀହି; ପୁଣ୍ୟ+କର୍ମନ୍; 1 ମା. 1 ବ) — ଧାର୍ମିକ — Pious
  • ସଂ. ବିଣ. ପୁଂ. (ବହୁବ୍ରୀହି; ପୁଣ୍ୟ+କର୍ମନ୍; 1 ମା. 1 ବ) — ସତ୍ — Virtuous; upright
  • ସଂ. ବିଣ. ପୁଂ. (ବହୁବ୍ରୀହି; ପୁଣ୍ୟ+କର୍ମନ୍; 1 ମା. 1 ବ) — ସତ୍କ୍ରିୟ — Meritorious; doing good acts