ପୁଣ୍ୟ ସ୍ଥାନ Puṇya sthāna
- ସଂ. ବି. (କର୍ମଧା) — ତୀର୍ଥ — Sacred place. holy spot
- ସଂ. ବି. (କର୍ମଧା) — (ଫଳିତ ଜ୍ୟୋତିଷ) ଜାତକରେ ଲଗ୍ନର ନବମସ୍ଥାନ — (Astrology) The 9th place counted from one's logna in the horoscope
- ସଂ. ବି. (କର୍ମଧା) — [ଦ୍ର—ଏହି ସ୍ଥାନରେ ଥିବା ଗ୍ରହମାନଙ୍କ ଦ୍ୱାରା ଜାତ ବ୍ୟକ୍ତିର ପୁଣ୍ୟ ବା ପାପର ବିଚାର କରାଯାଏ।]