ପୁଣ୍ୟ ସଞ୍ଚୟ Puṇya san̄chaya

  • ସଂ. ବି. ( 6 ଷ୍ଠୀ ତତ୍ ପୁଣ୍ୟ+ସଂଚୟ) — ଧର୍ମାନୁଷ୍ଠାନ — Earning of religious merit by doing pious acts
  • ସଂ. ବି. ( 6 ଷ୍ଠୀ ତତ୍ ପୁଣ୍ୟ+ସଂଚୟ) — ଧର୍ମାନୁଷ୍ଠାନଜନିତ ପୁଣ୍ୟ ରାଶି — Accumulation of religious merit earned by piety