ପୁଣ୍ୟ ଶ୍ଳୋକ Puṇya ṡḻoka

  • ସଂ. ବିଣ. ପୁଂ. (ବହୁବ୍ରୀହି; ପୁଣ୍ୟ=ପବିତ୍ର ଅଟେ ଶ୍ଳୋକ=ଯଶଃ ଯାହାର) — ପୂତଚରିତ୍ର; ଧାର୍ମିକ — Pious; righteous
  • ସଂ. ବିଣ. ପୁଂ. (ବହୁବ୍ରୀହି; ପୁଣ୍ୟ=ପବିତ୍ର ଅଟେ ଶ୍ଳୋକ=ଯଶଃ ଯାହାର) — ତିନିଲୋକେ ପୁଣ୍ୟଶ୍ଳୋକ ସେହି ବୀରମଣି ଯିବେକି ଆମ୍ଭଙ୍କୁ ଛାଡ଼ି—ରାଧାନାଥ, ମହାଯାତ୍ରା।
  • ସଂ. ବିଣ. ପୁଂ. (ବହୁବ୍ରୀହି; ପୁଣ୍ୟ=ପବିତ୍ର ଅଟେ ଶ୍ଳୋକ=ଯଶଃ ଯାହାର) — ପବିତ୍ରତା ଯୋଗୁଁ ଜଗତବିଖ୍ୟାତ — Celebrated for piety
  • ସଂ. ବି — ଜନାର୍ଦ୍ଦନ; ବିଷ୍ଣୁ — Bishṇu
  • ସଂ. ବି — ନଳ ରାଜା — King Naḻa
  • ସଂ. ବି — ଯୁଧିଷ୍ଠିର — The eldest Pāṇḍaba brother