ପୁଣ୍ୟ ଭୂ Puṇya bhū
- ସଂ. (କର୍ମଧା) — ଆର୍ଯ୍ୟାବର୍ତ୍ତ; ହିମାଳୟ ଓ ବିନ୍ଧ୍ୟାଚଳର ମଧ୍ୟବର୍ତ୍ତୀ ଦେଶ — The country north of the Bindhya hills and south of the Himalayas
- ସଂ. (କର୍ମଧା) — ପୀଠ; ତୀର୍ଥ — Holy land
- ସଂ. (କର୍ମଧା) — ପୁତ୍ରବତୀ ସ୍ତ୍ରୀ (ହି. ଶ.) — A woman blessed with a son or sons