ପୁଣ୍ୟ ଦର୍ଶନ Puṇya darṡana
- ସଂ. ବିଣ. ପୁଂ (ବହୁବ୍ରୀହି ପୁଣ୍ୟ+ଦର୍ଶନ) — ଯାହାଙ୍କୁ ଦେଖିଲେ ପୁଣ୍ୟଲାଭ ହୁଏ — Whose mere sight makes a person holy
- ସଂ. ବି — ଚାଷପକ୍ଷୀ; ଭଦଭଦଳିଆ ପକ୍ଷୀ — The blue jay; the fairy blue bird
- ସଂ. ବି — [ଦ୍ର—ବିଜୟା ଦଶମୀ ଦିନ ଏ ପକ୍ଷୀକୁ ଦର୍ଶନ କରିବା ପୁଣ୍ୟଜନକ ବୋଲି ଲୋକେ ବିଶ୍ୱାସ କରନ୍ତି। ସମ୍ବଲପୁରବାସୀ- ମାନେ ସେ ଦିନ ଏ ପକ୍ଷୀର ଦର୍ଶନଲାଭ କରିବା ପାଇଁ ନାନାସ୍ଥାନ ଓ ବନ ଜଙ୍ଗଲ ଅନ୍ୱେଷଣ କରନ୍ତି।]