ପୁଞ୍ଜି ପଟା Pun̄ji paṭā
- ଦେ. ବି. (ସହଚର ଶବ୍ଦ; ପୁଞ୍ଜି=ସଞ୍ଚିତ ଧନ; ପଟା+ଭୂମି ଆଦିର ପଟ୍ଟା) — ନଗଦ ଧନ ଓ ଭୂସମ୍ପତ୍ତି — Cash and landed property
- ଦେ. ବି. (ସହଚର ଶବ୍ଦ; ପୁଞ୍ଜି=ସଞ୍ଚିତ ଧନ; ପଟା+ଭୂମି ଆଦିର ପଟ୍ଟା) — ସଞ୍ଚିତ ଧନ ବା ଭୂସମ୍ପତ୍ତି — Cash or land
- ଦେ. ବି. (ସହଚର ଶବ୍ଦ; ପୁଞ୍ଜି=ସଞ୍ଚିତ ଧନ; ପଟା+ଭୂମି ଆଦିର ପଟ୍ଟା) — କୌଣସି ବ୍ୟକ୍ତିର ସମସ୍ତ ଧନ — All the riches or wealth of a person
- ଦେ. ବି. (ସହଚର ଶବ୍ଦ; ପୁଞ୍ଜି=ସଞ୍ଚିତ ଧନ; ପଟା+ଭୂମି ଆଦିର ପଟ୍ଟା) — ବ୍ୟବସାୟ ପାଇଁ ଆବଶ୍ୟକ ମୂଳଧନ — The capital necessary for a business