ପୁଞ୍ଜାଏ Pun̄jāe

  • ଦେ. ବି ଓ ବିଣ — ଚାରି ଗୋଟା ବା ଗଣ୍ଡାଏ — Four only
  • ଦେ. ବି ଓ ବିଣ — ଏକା ବଖୁରିକେ ଅଛି ପୁଞ୍ଜେ ଲେଖା ବାଟ—ପ୍ରାଚୀ, ବ୍ରହ୍ମନିରୂପଣଗୀତା।
  • ଦେ. ବି ଓ ବିଣ — ଅଳ୍ପ; ସାମାନ୍ୟମାତ୍ର — A little
  • ଦେ. ବି ଓ ବିଣ — (ଯଥା—ମୁଁ ପୁଞ୍ଜାଏ ଭାତ ଖାଇ ଦେଇ ଚାଲି ଆସିଲି।)