ପୁଞ୍ଜ ଦଳ Pun̄ja daḻa

  • ସଂ. ବି. (ବହୁବ୍ରୀହି; ପୁଞ୍ଜ+ଦଳ; ଏଥିରେ ପତ୍ରମାନ ପୁଞ୍ଜ ଥିବାରୁ) — ସୁନୁସୁନିଆ ଶାଗ (ହି. ଶ.) (ଦେଖ) — Sunusuniā sāga (See)