ପୁଛା କୁହା Puchhā kuhā

  • ଦେ. ବି. (ସଂ. ପୃଚ୍ଛା+କଥନ) — ପ୍ରାର୍ଥନା — Prayer
  • ଦେ. ବି. (ସଂ. ପୃଚ୍ଛା+କଥନ) — ଖୋସାମତ; ବିନୟ; ବାରମ୍ବାର ଅନୁରୋଧ — Supplication; entreaty
  • ଦେ. ବି. (ସଂ. ପୃଚ୍ଛା+କଥନ) — ପଚରାଉଚରା; କୁହାବୋଲା — Talk; conversation