ପୁଚ୍ ପୁଚ୍ Puch puch

  • ଦେ. ବିଣ — (ବ୍ରଣ ବା ଫଳ) ସଢ଼ି ପଚି ଯାଇ ଲତଲତ ହୋଇଥିବା; ଲତରା — Flabby (like a rotten fruit or ripe boil
  • ଦେ. ବିଣ — ଭୀତ ତ୍ରସ୍ତ — Very much frightened
  • ଦେ. ବିଣ — [ଦ୍ର—ଯଥା—ଆମ୍ବଟି ପୁଚ୍ ପୁଚ୍ ହୋଇଗଲା= ପାଚିଲା ଆମ୍ବଟି ସଢ଼ି ପଚି ନଷ୍ଟ ହୋଇଗଲା। ଗାଣ୍ଡି ପୁଚ୍ ପୁଚ୍ ଡାକିବା ବା ହେବା=ହଡ଼କମ୍ପ ହେବା; ଭୟରେ ତ୍ରସ୍ତ ହେବା।]