ପୁଚୁକା ଗାଲୁଆ Puchukā gāluā

  • ଦେ. ବିଣ. ପୁଂ — ଯେଉଁ ଲୋକର ଗାଲ ଫୁଲ୍କା ଥିବାରୁ ତା ମୁହଁ ଅସୁନ୍ଦର ଦେଖାଯାଏ — A person with puffed up cheeks
  • ଦେ. ବିଣ. ପୁଂ — ପେଚା ପରି ଚେପଟା ମୁହାଁ — Flat-faced; owl-faced