ପୁଚି ଗୀତ Puchi gīta

  • ଦେ. ବି — ବାଳିକାମାନେ ପୁଚି ଖେଳ ସମୟରେ ବୋଲିବା ଗୀତ — Songs sung by girls while making the Puchi dance
  • ଦେ. ବି — [ଦ୍ର—ପୁଚି ଗୀତ—ପୁଚିଲୋ! ଯାଆ ଯାଆ ଘୁଞ୍ଚିଲୋ! ଗହିରି ବିଲରେ ମଇଁଷି, ଧାନ କେରି କେରି ଖାଉଛି; ଅଡ଼େଇ ଦେଏରେ ଭାଇ ବେହେରା।]