ପୁଚି ଖାତ Puchi khāta

  • ପ୍ରାଦେ. (ଗଞ୍ଜାମ) ବି. (ତେଲଗୁ) — କଚିରିରେ ନିର୍ଦ୍ଧାରିତ ତାରିଖରେ ହାଜର ହେବା ପାଇଁ ସାକ୍ଷୀମାନେ ନିଜେ ଯେଉଁ ମୁଚାଲିକା ଲେଖି ଦିଅନ୍ତି — Personal recognizance executed by a witness to appear in court on the fixed date of hearing