ପୁଙ୍ଖ Puṅkha

  • ସଂ. ବି. (ପୁମସ୍=ପୁରୁଷ+ଖନ ଧାତୁ=ଖୋଳିବା+କର୍ତ୍ତୃ. ଅ) — ବାଣର ପକ୍ଷଯୁକ୍ତ ଅଂଶ — The feathered part of an arrow
  • ସଂ. ବି. (ପୁମସ୍=ପୁରୁଷ+ଖନ ଧାତୁ=ଖୋଳିବା+କର୍ତ୍ତୃ. ଅ) — ଶରର ପକ୍ଷଯୁକ୍ତ ଶେଷଭାଗ — The feathered end of an arrow
  • ସଂ. ବି. (ପୁମସ୍=ପୁରୁଷ+ଖନ ଧାତୁ=ଖୋଳିବା+କର୍ତ୍ତୃ. ଅ) — ବାଣମୂଳ; କାଣ୍ଡ — The root of an arrow
  • ସଂ. ବି. (ପୁମସ୍=ପୁରୁଷ+ଖନ ଧାତୁ=ଖୋଳିବା+କର୍ତ୍ତୃ. ଅ) — ସମୂହ — Collection
  • ସଂ. ବି. (ପୁମସ୍=ପୁରୁଷ+ଖନ ଧାତୁ=ଖୋଳିବା+କର୍ତ୍ତୃ. ଅ) — ବାଜପକ୍ଷୀ — Falcon (Apte)