ପୁକ୍ପୁକ୍ Puk-puk

  • ଦେ. ଅ (ଧ୍ୱନ୍ୟନୁକରଣ) — ପାଟି ଓ ଗୁହ୍ୟଦ୍ୱାରାଦି ଉପର୍ଯ୍ୟୁପରି ସଂକୋଚନ ଓ ପ୍ରସାରଣ ଦ୍ୱାରା ପାକୁ ପାକୁ କରିବା — To alternately open and contract the mouth or the anus
  • ଦେ. ଅ (ଧ୍ୱନ୍ୟନୁକରଣ) — [ଦ୍ର—ପାକୁପାକୁ ଅପେକ୍ଷା ପୁକୁପୁକୁ ଛୋଟ ପରିସର ସୂଚନା କରେ।]