ପୁଆଣୀ Puāṇī
- ଦେ. ବି. (ସଂ. ପରିଧାନ; ପିଧାନ) — ସ୍ତ୍ରୀମାନଙ୍କର ପିନ୍ଧି- ଥିବା ଶାଢ଼ୀ ଉପରେ ଆଉ ଖଣ୍ଡେ ଓଢ଼ଣା ବା ଉତ୍ତରୀୟ ପକାଇବା ଅବସ୍ଥା — The dressing of women with an outer sheet over the cloth worn by them
- ଦେ. ବି. (ସଂ. ପରିଧାନ; ପିଧାନ) — ପୁଆଣୀ ଘର (ଦେଖ) — Puāṇī ghara (See)