ପୁଅର୍ ଫଣ୍ଡ୍ Puar phaṇḍ

  • ବୈଦେ—ବି—(ଇଂ) — ଦରିଦ୍ର ବ୍ୟକ୍ତିମାନଙ୍କୁ କିମ୍ବା ବିଦ୍ୟାଳୟରେ ପଢ଼ୁଥିବା ଗରୀବ ଛାତ୍ରମାନଙ୍କୁ ସାହାଯ୍ୟ ଦେବାଲାଗି ଆର୍ଥିକ ପାଣ୍ଠି — Poor fund