ପୁଆଇଁବା Puāiñbā

  • ଦେ. କ୍ରି (ସଂ. ତପ୍ ଧାତୁ) — ପୁହାଁଇବା; ନିଆଁ ଧାସରେ ବା ଖରାରେ ନିଜର ଦେହକୁ ଗରମ କରିବା; ଅଗ୍ନି ବା ଖରାର ଉତ୍ତାପକୁ ସେବନ କରିବା — To warm oneself before the fire or in the sun; to bask in the fire or sun