ପୁଅ ବିକା Pua bikā
- ଦେ. ବିଣ.—(ସଂ. ପୁତ୍ର+ବିକ୍ରୟ) — ପୁଅର ବିବାହ ଉପଲକ୍ଷରେ କନ୍ୟା ପକ୍ଷର ଅଭିଭାବକଙ୍କଠାରୁ ଟଙ୍କା ନେବା — The practice of taking money as the bridegroom's price from the bride's party
- ଦେ. ବିଣ.—(ସଂ. ପୁତ୍ର+ବିକ୍ରୟ) — ବୁଢ଼ା କହୁ ପୁଅବିକା ବେପାର ଆଜିଠାରୁ ଛାଡ଼ିଲା। ଭିକାରି—ଯୌତୁକ।