ପୁଂସ୍କାମା Puṁskāmā

  • ସଂ. ବିଣ. ସ୍ତ୍ରୀ (ପୁଂ+କାମ+ଆ) — ପୁଂଶ୍ଚଳୀ; ବ୍ୟଭିଚାରିଣୀ — Adulteress
  • ସଂ ବି. — ପୁରୁଷ ସହବାସ ଇଚ୍ଛୁକା ସ୍ତ୍ରୀ — A woman who hankers after cohabitation