ପୁଂସକାର Puṁsakāra

  • ଦେ. ବି. (ସଂ. ପୁମସ୍+କାର) — ପୌରୁଷ; ମନୁଷ୍ୟତା — Manliness
  • ଦେ. ବି. (ସଂ. ପୁମସ୍+କାର) — ମନୁଷ୍ୟୋଚିତ ବୀରତ୍ୱ — Bravery; manlike courage
  • ଦେ. ବି. (ସଂ. ପୁମସ୍+କାର) — ପୁରୁଷକାର; ପ୍ରଶଂସା — Praise