ପୁଂଲିଙ୍ଗ Puṁliṇga

  • ସଂ. ବି. ( 6 ଷ୍ଠୀ ତତ୍) — ଶିଶ୍ନ; ପୁରୁଷଚିହ୍ନ; ପୁରୁଷର ଲିଙ୍ଗ — Male organ; penis
  • ସଂ. ବି. ( 6 ଷ୍ଠୀ ତତ୍) — (ବ୍ୟାକରଣ) ପୁରୁଷ ବାଚକ ଶବ୍ଦର ଲିଙ୍ଗ — (grammar) Masculine gender
  • ସଂ. ବି. ( 6 ଷ୍ଠୀ ତତ୍) — ପୁରୁଷତ୍ୱ — 2. Virility; manhood (Apte)