ପୀଡ଼ା ସ୍ଥାନ Pīṟḍ̠ā sthāna
- ସଂ. ବି. ( 6 ଷ୍ଠୀ ତତ୍; ପୀଡ଼ା+ସ୍ଥାନ) — (ଫଳିତଜ୍ୟୋତିଷ) ଜନ୍ମକୋଷ୍ଠୀରେ ଲଗ୍ନର ତୃତୀୟ, ଷଷ୍ଠ, ଦଶମ ଓ ଏକାଦଶ ସ୍ଥାନମାନଙ୍କ ଛଡ଼ା ଅନ୍ୟ ସ୍ଥାନମାନ; ଅଶୁଭ ଗ୍ରହମାନଙ୍କ ସ୍ଥାନ (ହି. ଶ.) — (astrology) The places except the 3rd, 6th, 10th and 11th counted from the Lagna in a horoscope