ପୀନୋଧ୍ନୀ Pīnodhnī

  • ସଂ. ବି. ସ୍ତ୍ରୀ (ବହୁବ୍ରୀହି; ପୀନ=ସ୍ଥୂଳ+ଉଧସ୍= ପହ୍ନା+ଈ) — କୁଣ୍ଡୋଧ୍ନୀ ବା ପୀବରସ୍ତନୀ ଗୌ; ବଡ଼ ପହ୍ନା ଥିବା ଗାଈ — A cow with a large udder